କ୍ୟାପିଟାଲ୍‌ ହସ୍ପିଟାଲ୍‌ ବାରଣ୍ଡାରେ ଛଟପଟ ହେଲେ ଗର୍ଭବତୀ କାଜୁଆଲିଟିରେ ଘୋର ଅବ୍ୟବସ୍ଥା

ଭୁବନେଶ୍ବର: କ୍ୟାପିଟାଲ୍‌ ହସ୍ପିଟାଲ୍‌ ଜରୁରୀକାଳୀନ ବିଭାଗରେ ଘୋର ଅବ୍ୟବସ୍ଥା ଦେଖାଦେଇଛି। କାଜୁଆଲିଟିକୁ ଆସୁଥିବା ରୋଗୀଙ୍କୁ ଟୋକନ ମିଳିବାରେ ସମସ୍ୟା ହେଉଛି ବୋଲି ଅଭିଯୋଗ ହେଉଛି। ଟୋକନ ବଣ୍ଟନ ଦାୟିତ୍ବରେ ଥିବା ବେସରକାରୀ ସଂସ୍ଥା ରୋଗୀମାନଙ୍କୁ ହଇରାଣ କରୁଥିବା ଦେଖିବାକୁ ମଳୁଛି। ଉକ୍ତ ସଂସ୍ଥା ରୋଗୀର ଅବସ୍ଥା ପରଖିବା ବାହାନାରେ ମନମାନୀ କରୁଛି ବୋଲି ଅଭିଯୋଗ ହେଉଛି। ଅନେକ ସମୟରେ ରୋଗୀର ଅବସ୍ଥା ସଙ୍ଗୀନ ନଥିବା ଦର୍ଶାଇ ଟୋକନ ଦେଉନାହିଁ ଓ … Continue reading କ୍ୟାପିଟାଲ୍‌ ହସ୍ପିଟାଲ୍‌ ବାରଣ୍ଡାରେ ଛଟପଟ ହେଲେ ଗର୍ଭବତୀ କାଜୁଆଲିଟିରେ ଘୋର ଅବ୍ୟବସ୍ଥା